Ability Rehab Care

Ability Rehab Care

Beheramal, Kisan Chowk, Jharsuguda, Odisha - 768203

ORTHO NEURO AND PEDIATRIC REHABILITATION CENTRE

ଏବିଲିଟି ରିହାଵ କେୟାର , ଫିଜିଓଥେରାପି କ୍ଲିନିକ ବେହେରାମାଲ କିସାନ ଛକ ଝାରସୁଗୁଡା . ଏଠାରେ ସମସ୍ତ ପ୍ରକାର ମାଂସପେଷି ଓ ହାଡ ଗଣ୍ଠି ର ସମସ୍ୟା ଯେମିତିକି ଆର୍ଥରଇଟିସ, ଅଂଟା ବ୍ୟଥା, ଗଣ୍ଠି ବାତ, ହାତ ପାଦ ର ବିକୃତି, ଖେଳ ଜନିତ ଆଘାତ, ହାଡଭଙ୍ଗା ପରେ stiff joint , Joint Replacement ପରା ସମସ୍ୟା , ଶିଶୁ ମାନଙ୍କର ବିକାଶ ଜନିତ ସମସ୍ୟା ଯେମିତି କି ସେରେବ୍ରାଲ ପାଳସୀ, ମସ୍ତିସ୍କ ଏବଂ ସ୍ନାୟୁ ଜନିତ ସମସ୍ୟା ଯେମିତି କି ପକ୍ଷାଘାତ (Paralysis) ଆଦି ରେ ପୀଡିତ ବ୍ୟକ୍ତି ମାନଙ୍କ ପାଇଁ ଫିଓଥେରାପି ଏବଂ ପୁନର୍ବାସ ଚିକିତ୍ସା ର ସୁବିଧା ଅଛି. ଅଧିକ ଜାଣିବା ପାଇଁ ସମ୍ପର୍କ କରନ୍ତୁ ଡ. ଦେବଦତ୍ତ ମିଶ୍ର ୮୨୪୯୫୫୭୯୫୫.

Services

Timings

8am to 12pm , 4 pm to 8 pm

General Info

Gender

Male

Payment Methods

Cash only

Map